‘ମନକି ବାତ’ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ- ମନକି ବାତ ଜରିଆରେ ଦେଶାବସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଆଜି ପୁଣି ଥିରେ ଦେଶାବସୀଙ୍କୁ ଆତ୍ମନିର୍ଭର ଶୀଳ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ବିଶେଷ କରି ଖେଳନା ଶିଳ୍ପ ଏବଂ ଦେଶରେ ତିଆରି ହେଉଥିବା ଆପ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ!-->…