ସେପ୍ଟେମ୍ବର ପହିଲାରୁ ମନ୍ଦିର ଖୋଲିବା ନେଇ ସେବାୟତ ସଂଘ ପକ୍ଷରୁ ଦାବି

ଭୁବନେଶ୍ୱର- ଦୀର୍ଘ ୬ ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି । କରୋନା କଟକଣା ପାଇଁ ମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ୧ ଲକ୍ଷରୁ ଅଧିକ ସେବାୟତ ଏବେ

ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର- ଆଜି ଉତର ଆଭ୍ୟନ୍ତରୀଣ ଓଡିଶା ଜିଲ୍ଲାମାନଙ୍କରେ ସ୍ୱଳ୍ପରୁୁ ମଧ୍ୟମ ଧରଣା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଳଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି,ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ

ବନ୍ୟାସ୍ଥିତିର ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା କରିବା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଓ.ଡି.କ, ସିଂହଙ୍କୁ କଟକ ଜିଲ୍ଳା, ବାଲେଶ୍ୱରର ବିଶାଲ ଦେବ, ଭଦ୍ରକ ବିଷ୍ଣୁପଦ ସେଠୀ, ଯାଜପୁର ଭି.ଭି ଯାଦବ ଓ

ଗୋଟିଏ ଦିନରେ ଖୋର୍ଦ୍ଧାରେ ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ଦ୍ୱିତୀୟରେ ରାୟଗଡା

ଭୁବନେଶ୍ୱର- ଗତ ୨୪ ଘଂଟାରେ ରାଜ୍ୟରେ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୮୭ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୨୬୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ

ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ଜୀବନ ଯାଇଛି । ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକ ୧୪ଜଣଙ୍କ ମଧ୍ୟରୁ ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ହୋଇଥିବା ବେଳେ ବରଗଡ, ଯାଜପୁର, ପୁରୀ ଓ

ଦୁର୍ଗାପୂଜା ପାଇଁ ଜାରି ହେଲା ଗାଇଡଲାଇନ

କଟକ- କଟକରେ ଦୁର୍ଗାପୂଜା ପାଇଁ ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜର କମିଟିର ଆଲୋଚନା ହୋଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ ଦୁର୍ଗାପୂଜା କରିବାକୁ ନିଷ୍ପତି ହୋଇଛି । ପୂଜା ମଣ୍ଡପରେ ପରଦା ଢଙ୍କାଯିବ । ଭସାଣ ଯାତ୍ରା ହେବନି , କେବଳ ମୂର୍ତି ବିସର୍ଜନ ହେବ ବୋଲି

ବ୍ରହ୍ମଗିରିରେ ବୋମାମାଡ: ଦୁଇ ଯୁବକ ଆହାତ

ପୁରୀ- ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କଟକପଡା ଗାଁରେ ବୋମାମାଡ । ଏହି ଘଟଣାରେ ଦୁଇ ଯୁବକ ଆହାତ ହୋଇଛନ୍ତି । ଆହାତ ଦ୍ୱୟ ହେଲେ ନିରଞ୍ଜନ ସେଠୀ ଓ ନନ୍ଦ କିଶୋର ବେହେରା । ଆହାତଙ୍କୁ ସ୍ଥାନୀୟ ଲୋକେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ।

ଜେଇଇ ମେନ ଓ ନିଟ ପରୀକ୍ଷା ଅନୁଷ୍ଠିତ ସହରରେ ଲକଡାଉନ ସଟଡାଉନ ମନା

ଭୁବନେଶ୍ୱର- ରାଜ୍ୟର ଯେଉଁ ସହରରେ ଜେଇଇ ମେନ ଓ ନିଟ ପରୀକ୍ଷା କେନ୍ଦ୍ର ହେବ ସେହି ଯାଗାରେ ଲକଡାଉନ ସଟଡାଉନ କଟକଣା ଲାଗୁ କରାଯିବନି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ରାଜ୍ୟର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଯଉଁ ସହାରରେ

ହୀରାକୁଦର୪୪ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଆଉ ୨ଟି ଗେଟ ଖୋଲିଛି । ଏବେ ମୋଟ ୪୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମକୁ ୮,୫୩, ୨୯ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୬,୯୪,୨୦୦ କୁ୍ୟସେକ ଜଳ ନିଷ୍କାସନ ହେଉଛି । ଏସଆରସିଙ୍କ କହିବା ଅନୁଯାୟୀ ଛତିଶଗଡରେ

ଜାପାନ୍ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ସିଞ୍ଜୋ ଆବେ ଜାପାନରେ ସବୁଠାରୁ ଦୀର୍ଘତମ ପ୍ରଧାନମନ୍ତ୍ରୀ । ସେ ଦିର୍ଘ ୮ବର୍ଷ ଧରି ଜାପାନ୍ର ପ୍ରଧାନମନ୍ତ୍ରୀ ଥିଲେ । ଆସନ୍ତା ୨୦୨୧ରେ ତାଙ୍କର