କଟିଲେ ୮୮,୮୦୦ ମୋବାଇଲ୍ ଗ୍ରାହକ
ଭୁବନେଶ୍ୱର: କରୋନା ମହାମାରୀ ଦ୍ୱାରା ମୋବାଇଲ୍ ବଜାର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଓଡ଼ିଶାରେ ପ୍ରତି ୧୦୦ ଜଣରୁ ୭୫ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ପହଂଚିଛି । ଆହୁରି ୨୫ ପ୍ରତିଶତ ଲୋକଙ୍କ ପାଖରେ ସଂଯୋଗ ପହଂଚାଇବାର ସୁଯୋଗ ରହିଥିଲେ ମଧ୍ୟ ଟେଲିକମ୍ କଂପାନିଗୁଡ଼ିକ ବିପୁଳ!-->…