ଭାରତର ଗୋଟିଏ ଦିନରେ ୭୫ ହଜାର କରୋନା ସଂକ୍ରମିତ

ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟାରେ ୭୫,୭୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମଗ୍ର ଦେଶରେ ସଂକ୍ରିମିତ ସଂଖ୍ୟା ୩୩,୦୭,୭୪୯ ରହିଛି । ଏମାନଙ୍କ ମଧ୍ୟରୁ ୨୫,୨୩,୭୭୧ ଆରୋଗ୍ୟଲାଭ କରିଥିବା ବେଳେ ୭,୨୫,୯୯୧ ସକ୍ରିୟ ମାମଲା ରହିଛି । ଏଯାବତ୍ ୬୦,୪୭୨

ଗତ ୨୪ ଘଂଟାରେ ୬୮,୦୯୦ କରୋନା ଟେଷ୍ଟିଂଙ୍ଗ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୬୮,୦୯୦ କରୋନା ଟେଷ୍ଟିଂଙ୍ଗ ହୋଇଛି । ଦୈନିକ କରୋନା ଟେଷ୍ଟିଂଙ୍ଗ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂକ୍ରକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆରଟିପିସିଆର ୭୨୮, ରାପିଟ ଆଂଟିଜେନ ଟେଷ୍ଟ ୬୦,୮୮୬ ଓ ଟ୍ରୁନଟ ଟେଷ୍ଟ ୧୧୬ ରହିଛି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ

ଅଯୋଧ୍ୟା- ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଅଯୋଧ୍ୟାକୁ ପ୍ରଭୁ ରାମଙ୍କ ଜନ୍ମ ସ୍ଥାନ ଭାବେ ପରିଚିତ କରିବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାକୁ ବିଶ୍ୱର

ରାଜ୍ୟରେ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ପୁଣି ୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୩, ବରଗଡ ୨, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସମ୍ବଲପୁରରୁ ପ୍ରାଣ ହରାଇଥିବା ୩ ଜଣଙ୍କ ବୟସ ଯଥାକ୍ରମେ ୭୫,୫୮ ଓ ୬୦ ରହିଛି । ସେହିପରି ବରଗଡର ୨ ଜଣଙ୍କ

ରାଜ୍ୟରେ ୯୦ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବଢିବାରେ ଲୠିଛି । ଅଗଷ୍ଟ ମାସରେ ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୩୩୮୪ ନୂଆ କରୋନା ପଜିଟଭି ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୨୮ ଓ ସ୍ଥାନୀୟ

ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୋଦୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପରୀକ୍ଷା ପାଇଁ ସମୟ ମଧ୍ୟ ଧାର୍ଯ୍ୟ ସରିଛି । ଏଭଳି

ଫରେନସିକ ଲ୍ୟାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆରମ୍ଭ ହୋଇଛି । ବିଦ୍ୟାଶ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ହୋଇଛି । ପ୍ରଶ୍ନ ପଚାରିବା ସମୟରେ ବିଦ୍ୟାଶ୍ରୀଙ୍କ ଗତିବିଧି, ଆଚରଣ,

ପୂଜା ଛୁଟି ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର- ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସ୍ଥିତିକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି । ସେପ୍ଟେମ୍ବର ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପୂର୍ବରୁ ନିଷ୍ପତି

ଲଗାଣ ବର୍ଷାରେ ରାଜ୍ୟର ବିିିଭିନ୍ନ ଅଂଚଳ ଜଳବନ୍ଦୀ

ଭୁବନେଶ୍ୱର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱରର ବିଭିନ୍ନ

ବଜେଟ୍ ସ୍ୱଚ୍ଛତାରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ବଜେଟ୍ ପ୍ରକ୍ରିୟା ସ୍ୱଚ୍ଛତାରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି । ଡିଜିଟାଲ୍ ମାଧ୍ୟମରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା