୨୦୧୯-୨୦ ଆର୍ଥିକ ବର୍ଷରେ ଛପାହୋଇନି ୨୦୦୦ ଟଙ୍କିଆ ନୋଟ୍
ମୁମ୍ବାଇ: ୫୦୦ ଟଙ୍କିଆ ନୋଟ୍ର ବ୍ୟାପକ ପ୍ରସାରଣ ହୋଇଥିଲେ ବି, ୨୦୨୦ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ହ୍ରାସ ପାଇଥିବା କଥା ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଆଦୌ ୨୦୦୦!-->…