ଡେଲାଙ୍ଗରେ ଆକ୍ରାନ୍ତ ସଂଖ୍ୟା ୧୦୬କୁ ବଢିଲା
ଭୁବନେଶ୍ୱର : ସରକାରଙ୍କ ପରିବର୍ତିତ ନିର୍ଦ୍ଦେଶ ଅନୁଯାୟୀ ,କରୋନା ପଜଟିଭ୍ ବା କୋଭିଡ ଆକ୍ରାନ୍ତ ରୋଗୀ ଚାହିଁଲେ ନିଜ ଘରେ ସଙ୍ଗରୋଧ ଭାବେ ରହିପାରିବେ । ସେହି ଅନୁ୍ୟାୟୀ ଚାଇଁପୁର ର ଜଣେ ୩୦ବର୍ଷୀୟ ପଜଟିଭ ଯୁବକକୁ ଗତକାଲି ସ୍ୱଗୃହରେ ସଙ୍ଗରୋଧ ରହିବାକୁ ପରାମର୍ଶ ଦିଆଯାଇଥିବା କୋଭିଡ!-->…