ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ପାଇଁ ସରକାରଙ୍କ ଅନୁମତି
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ରବିବାର ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ପାଇଁ ନିର୍ଦ୍ଦେଶନାମା ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି। ଚଳଚ୍ଚିତ୍ର ଏବଂ ଟିଭି!-->…