ଚୀନକୁ ପୁଣି ଏକ ଝଟକା
ନୂଆଦିଲ୍ଲୀ- ଅତ୍ୟାଧୁନିକ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ପାଇଁ ହୋଇଥିବା ଟେଣ୍ଡର ବାତିଲ ପରେ ଚୀନକୁ ଆଉ ଏକ ଝଟକା ଲାଗିଛି । ସପ୍ତାହେ ମଧ୍ୟରେ ନୂଆ ଟେଣ୍ଡର କରାଯିବ ଓ ମେକ ଇନ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ । ଏହି ଟେଣ୍ଡରରେ ଚୀନର ସହଭାଗିଦାରୀ ସିଆରଆରସି ପାଓନିୟର ଇଲେକ୍ଟ୍ରକିକ!-->…