ଖୁବ ଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗଲୁରକୁ ଉଡିବ ବିମାନ
ଝାରସୁଗୁଡା- ଖୁବ ଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗଲୁରକୁ ଉଡିବ ବିମାନ । ଅକ୍ଟୋବର ୨୫ ତାରିଖରୁ ଉଡାଣ କରିବ ବୋଲି ବିମାନ ବନ୍ଦର ନିର୍ଦେଶକ କିଶୋର କୁମାର ସେନାପତି କହିଛନ୍ତି । ସ୍ପାଇସ ଜୋଟ ବିମାନ ମୁମ୍ବାଇରୁ ବେଙ୍ଗଲୁର ଉଡିବ । ମାହାମାରୀ କରୋନା ପାଇଁ!-->…