କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ପଞ୍ଜାବ ସରକାରଙ୍କ ନୂଆ ନିୟମ
ଅମୃତସର- କରୋନା ସଂକ୍ରଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାର ପୁଣିଥରେ ଲକଡାଉନ କଟକଣାକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବ । ସଂନ୍ଧ୍ୟା ୭ରୁ ଭୋର ୫ ପର୍ଯ୍ୟନ୍ତ ରାତ୍ରୀ କର୍ଫୁ ଲାଗୁ କରାଯିବ । ଏହା ଅଗଷ୍ଟ ୩୧ ତାରିଖ!-->…