ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ଭଙ୍ଗାରୁଜା
ଚମ୍ପୁଆ: ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ କରୁୁଛନ୍ତି ଦାଦଗିରି । କାହା କଥା ଶୁଣିବାକୁ ନାରାଜ । ଏପରିକିି ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛଉ ନାହାନ୍ତି । କେବଳ ସେତିକି ନୁହେଁ, ସଙ୍ଗରୋଧ କେନ୍ଦ୍ରରେ ଥିବା ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଧମକ ଚମକ ଦେବା ଭଳି!-->…