ରାମ ମନ୍ଦିର ନିର୍ମାଣ ସମୟରେ ବ୍ୟବହାର ହେବନି ଲୁହା
ନୂଆଦିଲ୍ଲୀ- ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ବ୍ୟବହା ହେବନି ଲୁହା । ରାଜସ୍ଥାନର ପାହାଡପୁରର ବାଲି ଓ ପଥରରେ ନିର୍ମିତ ହେବ ରାମଙ୍କ ମନ୍ଦିର । ମନ୍ଦିର ପଥରରେ ନିର୍ମାଣ କରାଗଲେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିବପାରିବ ବୋଲି ରମା ମନ୍ଦିର ଟ୍ରଷ୍ଟର ସାଧାରଣ!-->…