ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ଓ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କରୋନା

କ୍ରୀଡା ପୁରସ୍କାର ରାଶି ତିନି ଗୁଣ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ୟ୍ୟକାଳରେ ଜାତୀୟ କ୍ରୀଡ଼ା ପୁରସ୍କାରର ରାଶିରେ ସାମାନ୍ୟ ବୃଦ୍ଧି କରାଯାଇଥିଲା। କିନ୍ତୁ ମୋଦୀ-୨.୦ରେ ଏହି ପୁରସ୍କାର ରାଶିକୁ ତିନି ଗୁଣ ବୃଦ୍ଧି କରିବା ପାଇଁ ଯୋଜନା ହେଉଛି। ଜାତୀୟ କ୍ରୀଡ଼ା ପୁରସ୍କାରର ରାଶିରେ ବିପୁଳ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି ବୋଲି ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଇଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସେ କୋମାରେ ଅଛନ୍ତି ଓ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ତାଙ୍କ

ସ୍ୱଛ ସର୍ଭେକ୍ଷଣ ୨୦୨୦ ତାଲିକା

ନୂଆଦିଲ୍ଲୀ- ଆଜି ସ୍ୱଛ ସର୍ଭେକ୍ଷଣ ୨୦୨୦ ତାଲିକା ପ୍ରକାଶ ପାଇଛି । ଇନ୍ଦୋର ଦେଶର ସବୁଠାରୁ ସ୍ୱଛ ସହର ଭାବେ ପଂଚମ ସ୍ଥାନରେ ରହିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସ୍ୱଛ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ । ଚତୁର୍ଥ ଥର ପାଇଁ ଇନ୍ଦୋର

ଦେଶରେ ଗତ ୨୪ ଘଂଟାରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଗୋଟିଏ ଦିନରେ ୬୯,୬୫୨ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ନେଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮,୩୬,୮୨୫କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଯାବତ୍ ୬,୮୬,୩୯୫ ଆକ୍ରାନ୍ତ

ପ୍ରଫେସର ଜଗନ୍ନାଥ ଲେଙ୍କା ଓଏସଏସର କିମଶନର

ଭୁବନେଶ୍ୱର- ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଓଏସଏସର କିମଶନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୧୯୯୨ ମସିହା ଗ୍ରୁପ ସି କ୍ୟାଡର ଜଗନ୍ନାଥ ଲେଙ୍କା ପୂର୍ବରୁ ସେ ଉତର ଓଡିଶା ବିଶ୍ୱିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।

୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ) : ଶିକ୍ଷାର ମୂଲ୍ୟ ବୁଝି ବାପା ନିଜ ପୁଅକୁ ପରୀକ୍ଷା ସେଂଟରରେ ପହଂଚାଇବାକୁ ୧୦୫ କିମି ସାଇକେଲରେ ବସାଇ ନେଉଛନ୍ତି । ଏରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାରା ଜିଲ୍ଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ ଅଶିକ୍ଷିତ ବ୍ୟକ୍ତି ନିଜ ପୁଅର ଦଶମ

କାଶ୍ମୀରୁ ୧୦ ହଜାର ଯବାନ ପ୍ରତ୍ୟାହୃତ

ଶ୍ରୀନଗର- କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ଯବାନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରେ ୪୦୦ ଆଡିସିନାଲ କମ୍ପାନୀ ମୁତୟନ କରିଥିଲେ । ଅଗଷ୍ଟ ୪ ତାରିଖରୁ

ଲିପୁଲେଖରେ ଚୀନର ସେନା ମୁତୟନ

ନୂଆଦିଲ୍ଲୀ- ଭାରତ ଓ ନେପାଳ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ଚୀନ ଲିପୁଲେଖ ଠାରେ ଅଧିକ ସୈନ୍ୟ ମୁତୟନ କରିଛି । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଚୀନ ଲିପୁଲେଖ ଠାରେ ୧୫୦ ଲାଇଟ କମ୍ବାଇନଡ ଆର୍ମ ବ୍ରିଗେଡ ମୁତୟନ କରିଛି । ସମୀ ରେଖାର ୧୦ କିମି ଅଂଚଳରେ ଏହି ସେନା ମୁତୟନ

ରାଜ୍ୟରେ ୨୪ ଘଂଟାରେ ଗଲା ୮ ଜୀବନ

ଭଚବନେଶ୍ୱର- ରାଜ୍ୟରେ ପୁଣି ୮ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୮ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ସେମାନେ ପୂର୍ବରୁ ବିଭିନ୍ନ