୭୦ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ୨୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୧୦୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୮୯୮ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨୪, କଟକ ୨୪୧,

ବିଶ୍ୱ ମଶା ଦିବସ

ଆଜି ହେଉଛି ବିଶ୍ୱ ମଶା ଦିବସ । ମାଈ ଆନୋଫିଲିନ୍ ମଶା ମାଧ୍ୟମରେ ମଣିଷ ମାଲେରିଆ ଆକ୍ରାନ୍ତ ହେଉଥିବା ୧୮୯୬ ଅଗଷ୍ଟ ୨୦ରେ ସାର୍ ରୋନାଲ୍ଡ ରସ୍ ଆବିଷ୍କାର କରିଥିଲେ । ମଣିଷ ।ଇଁ ବିଶ୍ୱର ସବୁଠାରୁୂ ବିପଜ୍ଜନକ ପ୍ରାଣୀ ହେଲା ମଶା । ସମଗ୍ର ବିଶ୍ୱ ଏମାନଙ୍କର ଚରା-ଭୂଇଁ । ଏସିଆ , ଆଫ୍ରିକା

ଭୁବନେଶ୍ୱର ତହସିଲଦାର କରୋନା ପଜିଟିଭ

ଭୁବନେଶ୍ୱର- ଭୁବନେଶ୍ୱର ତହସିଲଦାର ସମେତ ଅନ୍ୟ ୯ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ସଂପୂର୍ଣ୍ଣ ସନିଟାଇଜିଂ କରିଯିବ । ସବ ରେଜିଷ୍ଟ୍ରର ଓ ସବ୍ କଲେକ୍ଟର ଅଫିସରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ

ସ୍ଥଳ ସେନା କର୍ମଚାରୀଙ୍କୁ ହତ୍ୟା

ଗଞ୍ଜାମ- ଜଣେ ୨୭ ବର୍ଷୀୟ ସ୍ଥଳ ସେନା କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି । ଏଭଳି ଘଟଣା ଗଞ୍ଜାମ ଜିଳ୍ଲା ଆସିକା ଥାନା ଇଲାକା ସାହସପୁର ଗ୍ରାମରେ ହୋଇଛି । ଯୁକକଙ୍କ ନାଁ ରଞ୍ଜନ ନାହାକ । ସୂଚନାଯୋଗ୍ୟ ବୁଧବାର ରଞ୍ଜନ ସାଙ୍ଗଙ୍କ ସହ ବୁଲାବୁଲି କରୁଥିବା

ଭାର୍ଗବୀ ନଦୀରେ ବନ୍ୟା ଜଳ: ଭାସିଗଲା କାଠ ପୋଲ

ପୁରୀ- ଭାର୍ଗବୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ନଦୀ ଉପରେ ଥିବା କାଠ ପୋଲ ଭାସି ଯାଇଛି । ଯାହାଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଛନ୍ନ ହୋଇଛି । ଏହି କାଠ ପୋଲ ବହୁ ପୁରୁଣା । ନୂଆ ପୋଲ ପାଇଁ ୫ ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ହୋଇନାହିଁ । ଲଘୁଚାପ

ପ୍ରବଳ ଛେଚିବ: ୨୩ ଜିଲ୍ଲାକୁ ସର୍ତକ ସୂଚନା

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହାର ପ୍ରଭାବରେ ୨୩ ଜିଲ୍ଲାକୁ ବର୍ଷା, ଝଡତୋଫାନ ନିମନ୍ତେ ସର୍ତକ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ କେନ୍ଦ୍ର । ବଲାଙ୍ଗିର, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ

ବୈତରଣୀରେ ଜଳସ୍ତର ବୃଦ୍ଧି

ଭଦ୍ରକ- ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ଜଳକା ଓ ବୈତରଣୀ ନଦୀ ବିପଦ ସଂକେତ ଉପରେ ରହିଛି । ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି

ସଂପତି ମାଲିକ ହେବା ଓ ବିକିବା ସମାନ କଥା କି!

ବ୍ୟକ୍ତିଗତ ସ୍ତରରେ ବା ଘରୋଇ କ୍ଷେତ୍ରରେ ଅଥବା କମ୍ପାନି ମାଲିକାନା ସୁତ୍ରେ କିଣିଥିବା ଜାଗା ବା ଘରକୁ ଅନ୍ୟ ଜଣକୁ କିମ୍ବା ଅନେକଙ୍କୁ ବିକି ଦିଆଯାଇପାରେ । ଘରୋଇ କମ୍ପାନି ବା କୌଣସି ବ୍ୟକ୍ତିବିଶେଷ ଚାହିଁଲେ ସେମାନଙ୍କ ସଂପତିକୁ ଅନ୍ୟକୁ ହସ୍ତାନ୍ତର କରିବା ଆଇନ ସମ୍ମତ । କିନ୍ତୁ କୌଣସି

କୁଳପତି ଦୌଡ଼ରେ ୧୪ ଅଣ-ଓଡ଼ିଆ ପ୍ରଫେସର୍

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଫକୀର ମୋହନ, ଉତର ଓଡ଼ିଶା, ଗଙ୍ଗାଧର ମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ନିୟୁକ୍ତ୍ ପ୍ରକ୍ରିୟା ଜାରି ରହିଛି । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୟନ କମିଟି ବୈଠକ ଡକାଯାଇ ନାହିଁ କି ଆଶାୟୀ

ପିପିଲି ସରକାରୀ ଡାକ୍ତରଖାନା ୨୫ଦିନ ହେଲା ବନ୍ଦ

ଭୁବନେଶ୍ୱର:ସରକାରୀସ୍ତରରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଲେ ପିପିଲି ସରକାରୀ ଡାକ୍ତରଖାନାର ଓପିଡ଼ି ଦୀର୍ଘ ୨୪ଦିନ ହେବ ବନ୍ଦ ରହିଛି । ପ୍ରତିଦିନ ୩ଶହରୁ ଅଧିକ ରୋଗୀ ହନ୍ତସନ୍ତ ହୋଇ ଫେରୁଛନ୍ତି । ଏନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।