ଆଦିତ୍ୟ ପ୍ରସାଦ ଯୁବ କଂଗ୍ରେସର ଲିଗାଲ୍ ସେଲ୍ ମୁଖ୍ୟ

ଭୁବନେଶ୍ୱର: ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା ରାଜ୍ୟ ଯୁବ କଂଗ୍ରେସର ଆଇନ୍ ବିଭାଗର ମୁଖ୍ୟ ଭାବେ ଆଡଭୋକେଟ୍ ଆଦିତ୍ୟ ପ୍ରସାଦ ପରିଡାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ୧୧ଟି ସାଂଗଠନିକ ଜିଲ୍ଲା ଯୁବ

କରୋନା ଯୋଦ୍ଧାଙ୍କୁ କାଡ଼ା ବିତରଣ

ଭୁବନେଶ୍ୱର:ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଶ ମନ୍ତ୍ରାଣଳୟ ପକ୍ଷରୁ କାଡ଼ା ପିଇବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ପାଇଁ ଅନୁବ୍ରଣ ସମିତି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ମାଗଣାରେ କାଡ଼ା ପ୍ୟାକେଟ୍ ବିତରଣ ଆରମ୍ଭ ହୋଇଛି । ଏହି ଅବସରରେ ଜୟଦେବ ଭବନ

ଯାଜପୁର ଜିଲ୍ଲାରେ ଆରୋଗ୍ୟ ହାର ୭୬.୭ %

ଯାଜପୁର: ଜ଼ିଲ୍ଲାରେ ଅଧିକ ଟେଷ୍ଟିଂ କରାଯିବା ଏକ ସୁନ୍ଦର ପଦକ୍ଷେପ । ଏହାଦ୍ୱାରା ଆମର ଟ୍ରାକିଂ ଓ ଟ୍ରିଟମେଣ୍ଟ ସହଜ ହୋଇପାରିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଜ଼ିଲ୍ଲାରେ କରୋନା ପରିଚାଳନା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ହେମନ୍ତ ଶର୍ମା ମତବ୍ୟକ୍ତ କରିଚ୍ଥନ୍ତି ।

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅଧିବେଶନ କେଉଁଠି, କିପରି ଅନୁଷ୍ଠିତ ହେବ, ଏଯାଏ ନିଷ୍ପତି ହୋଇ ନାହିଁ । କୋଭିଡ୍ କଟକଣାରେ ଗୃହ କିଭଳି ପରିଚାଳନା ହେବ ସେ ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ

ବିପଦ ସଂକେତ ଜଳକା

ବାଲେଶ୍ୱର- ଫୁଲୁଛି ଜଳକା ନଦୀ । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁୁ ବିପଦ ସଂକେତ ଅବସ୍ଥାରେ ଜଳକା ନଦୀ । ଜଳପା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଂଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି । ଫଳରେ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି

୧୧ ଜିଲ୍ଲାରେ ଯୁବ ନୂଆ କଂଗ୍ରେସ ସଭାପତି

ଭୁବନେଶ୍ୱର- ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅଂଶୁମାନ ଦାସ, ବୌଦ୍ଧ ମହେଶ୍ୱର ପ୍ରଧାନ, କେନ୍ଦୁଝର ସୁନେଶ କୁମାର ଧୀର, ଭୁବନେଶ୍ୱର ରଞ୍ଜିତ ପାତ୍ର, ଖୋର୍ଦ୍ଧା ସ୍ୱାଗତ କର, କନ୍ଧମାଳ ବସନ୍ତ କୁମାର

ହୋମଗାର୍ଡଙ୍କ ପାଇଁ ହାଇକୋର୍ଟଙ୍କ ବଡ ନିଷ୍ପତି

କଟକ- ହୋମଗାର୍ଡଙ୍କ ଭତା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ହୋମଗାର୍ଡଙ୍କ ଦୈନିକ ଭତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି । ୩ ମାସ ଭିତିରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨୦୧୬ରୁ

ରାଜଧାନୀରୁ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜଧାନୀରୁ ୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ୧୬୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୬ ଲୋକାଲ କେସ ରହିଛି । ସେହିପରି ଆଜି ଭୁବନେଶ୍ୱରରୁ ୧୫୦ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପଂହଚିଥିବା

ଏୟାର ଇଣ୍ଡିଆ ବିମାନ ଉପରେ ରୋକ ଲଗାଇଲା ହଂକଂ

ନୂଆଦିଲ୍ଲୀ- ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଉପରେ ହଂକଂ ରୋକ ଲଗାଇଛି । ଏଆର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିଛି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଯଦି ଯାତ୍ରୀଙ୍କ ୭୨ ଘଂଟା ପୂର୍ବରୁ କୋଭିଡ ଟେଷ୍ଟ ହୋଇଥିବ ଓ ସେମାନଙ୍କ

ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା

ନୂଆଦିଲ୍ଲୀ- ଜମ୍ମୁକଶ୍ମୀର ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହା ଛଡା ରାଜ୍ୟ ସରକାର ସହିଦ ପରିବାରୁ ଜଣଙ୍କୁ ସରକାରୀ ଚାକିର ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।