ଅବକାରୀ ବିଭାଗ ଚଢଉ ୩୦ଲିଟର ଦେଶୀ ମଦ ଜବତ
କାଶୀପୁର : ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ମାଳିଙ୍ଗାଁ ଏବଂ ଅମରସିଂଗୁଡା ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୩୦ ଲିଟର ଦେଶୀ ମଦ ଜବତ କରିବା ସହ ୮୬୦ ଲିଟର ପୋଚ ନଷ୍ଟ କରାଯାଇଛି। ମାଳିଗାଁ ଏବଂ ଅମରସିଂଗୁଡା ଗ୍ରାମ ଅଞ୍ଚଳରେ କିଛି ଅସାଧୁ ଲୋକେ ପାହାଡିଆ ଏବଂ!-->…