ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗିରଫ
ବାଲିକୁଦା: ଶନିବାର ଅପରାହ୍ଣ ପ୍ରାୟ ଦୁଇଟା ସମୟରେ ବୋରିକିନା କଣିଆ ରାସ୍ତାର ନାରଦିଆ ପାଣି ଟାଙ୍କି ନିକଟରେ ଏକ ବାଇକ ଓ ପିକଅପ ଭୟାନ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁହେଁ ଏରସମା ଥାନା ଗଡ଼ହରିଶପୁର ପଂଚାୟତ ମଠସାହି ଗାଁର!-->…