ସୁଶାନ୍ତଙ୍କ ପାଇଁ ଗ୍ଲୋବାଲ୍ ପ୍ରାର୍ଥନା
ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗୋଟିଏ ପଟେ ସିବିଆଇ ଯାଞ୍ଚ ଜାରି ଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁକୁ ଆଜି ଦୁଇମାସ ପୂରଣ!-->…