ବାସଭବନକୁ ଯାଇ ମନ୍ତ୍ରୀ ଦେଲେ ଧର୍ମପଦ ପୁରସ୍କାର
ଭୁବନେଶ୍ୱର: ଶେଷରେ ଅଟକି ରହିଥିବା ଧର୍ମପଦ ପୁରସ୍କାର ଆୟୋଜନର ବାଟ ଫିଟିଲା । ଏହାର ଫଳସ୍ୱରୂପ ସୋମବାର ଦିନ ୭ ବର୍ଷର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ୭ ଜଣଙ୍କ ମଧ୍ୟରୁ ୩ ଜଣ ଆରପାରିକୁ ଚାଲି ଯାଇଥିବା ବେଳେ ଯେବେ ଏ ପୁରସ୍କାର ତାଙ୍କ ପତ୍ନୀ ପୁତ୍ରଙ୍କ ହାତରେ ଧରାଇ ଦିଆଯାଇଥିଲା,!-->…