ଅନୁଗୋଳ ଜିଲ୍ଲାରୁ ୨୩ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୮ ଓ ମୋଟ ପଜିଟିଭ ସଂଖ୍ୟା ୪୧୮
ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୧୮ରେ ପହଂଚିଲା । ୨୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ଅନୁଗୋଳ ବ୍ଲକ ଅଂଚଳରୁ ୫ଜଣ, ତାଳଚେର ବ୍ଲକ ଅଂଚଳରୁ ୩ଜଣ, ପାଲଲହଡା!-->…