କୋଭିଡ କେୟାର ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ
ବିଜୟୱାଡା- ଆନ୍ଧ୍ରପ୍ରଦେଶ ବିଜୱାଡା କୋଭିଡ କେୟାର ସେଂଟର ସାଜିଥିବା ଏକ ହୋଟେଲରେ ନିଆଁ ଲାଗି ମୃତ୍ୟ ବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହେଲା ସେ!-->…