ଆଜିଠୁ ୪ ଦିନ ଲଗାଣ ବର୍ଷା
ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଘ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦାନା ବାନ୍ଧିବାରେ ଲାଗିଛି। ରବିବାର ସୁଦ୍ଧା ଏହା ସକ୍ରିୟ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରବିବାର କିଛି ଜିଲାରେ ପ୍ରବଳ ବର୍ଷା ସହିତ ଅଧିକାଂଶ ଜିଲାରେ ସ୍ବଳ୍ପରୁ ମଧ୍ୟମ!-->…