ଭାରତରେ ଘଟିଥିବା ୫ ପ୍ରମୁଖ ବିମାନ ଦୁର୍ଘଟଣା : ୧୯୯୬ ମସିହାରେ ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଘଟିଥିଲା ଧକ୍କା
କେରଳରେ ଶୁକ୍ରବାର ରାତିରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଛି । ରନୱେରେ ଅବତରଣ କରିବା ପରେ ବିମାନଟି ପ୍ରବଳ ବର୍ଷା ଯୋଗୁଁ ଖସି ଯାଇ ସାମ୍ନାରେ ଥିବା ଖାତ ମଧ୍ୟରେ ୩୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ବିମାନଟି ଦୁଇଖଣ୍ଡ ହୋଇ ଯାଇଥିଲା ।
ଦୁବାଇରୁ!-->!-->!-->…