ଇଡୁକି ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି
ଥିରୁଅନନ୍ତପୁରମ- ଶୁକ୍ରବାର କେରଳରେ ପ୍ରବଳ ବର୍ଷା ଯୋଗୁ ଇଡୁକି ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ ହୋଇଥିଲା । ପ୍ରଥମେ ୫ ଜଣଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବା ବେଳେ ଏହି ସଂକ୍ୟା ବଢି ୨୪ରେ ପଂହଚିଛି । ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ୫୦ରୁ!-->…