ନୂଆଖାଇ ପାଇଁ ସଟଡାଉନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର- ଆସନ୍ତା ୨୩ ତାରିଖ ନୂଆଖାଇ ପାଇଁ ସମ୍ବଲପୁର ସଟଡାଉନକୁ ଘୁଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁରକୁ ୨୨ ଓ ୨୩ ଦୁଇ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାହାର ପ୍ରଭାବ ନୂଆଖାଇରେ ପଡିବ । ପର୍ବ!-->…