ଖୋର୍ଦ୍ଧା ଏସପିଙ୍କୁ କରୋନା
ଖୋର୍ଦ୍ଧା- ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ । ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିବା ପରେ ଏସିପି ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ । ତେଣୁ ସମସ୍ତଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ଟେଷ୍ଟରେ!-->…