ବିସିସିଆଇ ମଧ୍ୟ ମହିଳା ଆଇପିଏଲ୍ ଆୟୋଜନ କରିବ : ଗାଙ୍ଗୁଲି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ପୂର୍ଣ୍ଣ ଯୋଜନା ରହିଛି। ଯାହା ଦେଶର ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ହେବ।!-->…