ପିଏଲଆଇ ଯୋଜନା: ୧୧.୫୦ ଲକ୍ଷ କୋଟି ଟପିବ ମୋବାଇଲ ଫୋନ ଉତ୍ପାଦନ
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ)। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ ୩୧ ରହିଥିବା ବେଳେ ଅଗଷ୍ଟ ୧ରୁ ଏହାକୁ ଲାଗୁ କରାଯାଇଛି। ମୋଟ ୨୨ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି। ଏହି ଅନ୍ତର୍ଜାତୀୟ ସ୍ତରର!-->…