ଭୟ ମଣିଷକୁ ଦୁର୍ବଳ ନକରୁ
ସମ୍ପ୍ରତି କରୋନା ମହାମାରୀ ସାରା ବିଶ୍ୱକୁ ବ୍ୟତିବ୍ୟସ୍ତ କରିସାରିଲାଣି । ଏହାର ଭୂତାଣୁ ସର୍ବ ପ୍ରଥମେ ଚୀନ୍ କହିବାନୁଯାୟୀ ଉହାନ ପ୍ରଦେଶର ଏକ ବାଦୁଡି ମାର୍କେଟରୁ ଲୋକଙ୍କୁ ବ୍ୟାପିଛି । ତେବେ ସାରା ବିଶ୍ୱରେ ଏହି ଭୂତାଣୁ ଜନିତ ଆକ୍ରନ୍ତଙ୍କ ସଂଖ୍ୟା ଏବେ ଏକ କୋଟି ଟପି ସାରିଲାଣି ।!-->…