ଦୈନିକ ଆସୁଥିଲେ ହଜାରେ ପାଖାପାଖି: ଏବେ ବଡ଼ କଷ୍ଟରେ ୫୦
କଟକ: ମାଲଗୋଦାମକୁ ଏବେ ପଡେ଼ାଶୀ ଜିଲ୍ଲାର ବ୍ୟବସାୟୀମାନେ ଆସିବାକୁ ଭୟ କଲେଣି । ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବ୍ୟବସାୟୀ ଆଦୌ ଆସୁନଥିବା କୁହାଯାଉଛି । ଦୈନିକ ପ୍ରାୟ ୧ ହଜାର ବ୍ୟବସାୟୀ ଆସୁଥିବା ବେଳେ ଏବେ ୫୦ ଜଣ ଆସିବା ବି କଷ୍ଟକର ହୋଇପଡ଼ିଛି । କଟକରେ ସାହି ସାହିରେ!-->…