ଏହି ସହର ୪ଦିନ ପାଇଁ ସଟଡାଉନ୍ ଘୋଷଣା

ଜୟପୁର- ଜୟପୁର ପୌରାଂଚଳ ୪ଦିନ ପାଇଁ ସଟଡାଉନ୍ ଘୋଷଣା । ମଧ୍ୟରାତ୍ରରୁ ୨୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ଫତି ନେଇଛି ।ଏହି ସମୟରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ନେଇ

ସେପ୍ଟେମ୍ବର ୧୯ରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ସବୁଜସଙ୍କେତ ଦେଇଛନ୍ତି। ୟୁନାଇଟେଡ୍‌ ଆରବ ଏମିରେଟ୍‌ସ(ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ନଭେମ୍ବର ୮ରେ

ବିଧାନସଭାର ୫କର୍ମଚାରୀଙ୍କୁ କରୋନା : ୩୧ଯାଏ ବନ୍ଦ ଘୋଷଣା

ଭୁବନେଶ୍ୱର- ରାଜ୍ୟ ବିଧାନସଭାର ୫ ଜଣ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋରଇଛନ୍ତି ୩ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହା ସହିତ

ତ୍ୱଚା ପାଇଁ ବରଦାନ ଗେଣ୍ଡୁଫୁଲ ଫେସ୍ ପ୍ୟାକ୍

ବହୁ ସମୟରେ ଧୂଳିମାଟି କାରଣରୁ ତ୍ୱଚାରେ ଏକ ଆସ୍ତରଣ ଜମିବା ପରି ଅନୁଭବ ହୋଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗେଣ୍ଡୁଫୁଲରେ ପ୍ରସ୍ତୁତ ଫେସ ପ୍ୟାକ ବେଶ ଲାଭଦାୟକ। ଗେଣ୍ଡୁଫୁଲରେ ଆଣ୍ଟି ବ୍ୟାକ୍ଟେରିଅଲ ଓ ଆଣ୍ଟି ଇଫ୍ଲେମେଟରୀ ଗୁଣ ରହିଛି। ଯାହା ତ୍ୱଚାକୁ ସୁନ୍ଦର କରିବାରେ

ଫଳପ୍ରଦ ହେଉନି ଅନ୍ଲାଇନ କ୍ଲାସ: ଗ୍ରାମାଂଚଳରେ ୬୦% ଛାତ୍ରଛାତ୍ରୀ ପାଠପଢାରୁ ବଂଚିତ

ଭୁବନେଶ୍ୱର- କରେନାକୁ ନେଇ ଉପୁଜିଥିବା ସ୍ଥିତି ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଥିବା ଯୋଗୁ ସବୁ ବିଦ୍ୟାର୍ଥୀ ଅନ୍ଲାଇନ୍ ପାଠପଢାର ସୁବିଧା ପାଇପାରୁ ନାହାନ୍ତି । ତେବେ ଏହି ପାଠପଢାରୁ ଶତପ୍ରତିଶତ ଛାତ୍ରଛାତ୍ରୀ

ଟୋକିଓ ଅଲିମ୍ପିକ୍‌ସ -୨୦୨୧, ଅବଗଣନା ଆରମ୍ଭ

ଟୋକିଓ : କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍‌ସ ଅବଗଣନା ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଟୋକିଓ ଅଲିମ୍ପିକ୍‌ସ ଆରମ୍ଭ ହେବ। ଠିକ୍‌ ଏକବର୍ଷ ପୂର୍ବରୁ ଟୋକିଓ ଅଲିମ୍ପିକ୍‌ସ କାଉନଡାଉନ୍ ଆରମ୍ଭ ହୋଇଥିଲା। ସେତେବେଳେ ଅବଗଣନା ବେଶ ଧୁମ୍‌ଧାମରେ ଆରମ୍ଭ ହୋଇଥିଲା। କରୋନା

୧୧ ପୁଲିସ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା : ୧୧ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୁଲିସ କରୋନା​‌ରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ

କରୋନା ନେଲା ୬ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ଆଉ ୬ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଭଦ୍ରକ, ଗଜପତି ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ଏମାନଙ୍କ ବୟସ ଯଥାକ୍ରମେ ୪୪,୭୧, ୫୩,

ଧୂମକେତୁ ଆତଙ୍କ

ଧୂମକେତୁ ଲାଗି ସର୍ତକ ହୁଅନ୍ତୁ ସବୁ ଦେଶ । ଯେକୌଣସି ସମୟରେ ପୃଥିବୀରେ ମାଡ ହୋଇପାରେ ଧୂମକେତୁ । ଏଗୁଡିକର ସଂଖ୍ୟା ୧ ହୋଇାପାରେ ବା ଅନେକ । ଏ ପ୍ରକାରର ସତର୍କତା ଜାରି କରିଛନ୍ତି ମହାକାଶ ବିଜ୍ଞାନି । ତେବେ ପ୍ରତିବର୍ଷ ଜୁନ୍ ୩୦ରେ ପାଳନ କରାଯାଏ ବିଶ୍ୱ ଧୂମକେତୁ ଦିବସ । ୧୯୦୮