ଫେସ୍ସିଲ୍ଡ ବ୍ୟବହାର କରିବା ପୂର୍ବରୁ ଜାଣି ରଖନ୍ତୁ ଏହାକୁ ସଫା କରିବାର ସଠିକ୍ ଉପାୟ, ନଚେତ୍….
ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମେ ଫେସ୍ ସିଲ୍ଡ ବ୍ୟବହାର କରୁଛେ। ଡାକ୍ତରମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଫେସ୍ ସିଲ୍ଡ ବ୍ୟବହାର କରିବା ପୂର୍ବରୁ ଏହାର ବ୍ୟବହାର ଓ ଖାସ୍ କରି ଏହାକୁ ପରିଷ୍କାର କରିବାର!-->…