ଦେଶରେ ୨୪ ଘଂଟାରେ ନୂଆ ୩୭,୭୨୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୭,୭୨୪ରେ ପଂହଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୨୯୧୫କୁୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ

ଗୋଟିଏ ଦିନରେ ସବାଧିକ ରେକର୍ଡ କଲା କରୋନା ଆକ୍ରାନ୍ତ ସଂଖ୍ୟା: ୨୪ ଘଂଟାରେ ୧୦୭୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସଂଖ୍ୟାରେ ଲାଗୁନି ବେକ୍ର । ଦିନକୁୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତ୍ୟକ ଦିନ ସଂକ୍ରମଣଙ୍କ ସଂଖ୍ୟା ୫୦୦ ପାର କରୁଛି । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧

ଆମ୍ବ ଦିବସ

ଆମ୍ବ ଭାରତ ଓ ପାକିସ୍ତାନର ଏହା ଏକ ଜାତୀୟ ଫଳ । ଆମ୍ବ ଗଛ ବାଂଲାଦେଶର ଜାତୀୟ ବୃକ୍ଷ । ଜଙ୍ଗଲୀ ଆମ୍ବର ଉତ୍ପତି ଭାରତରେ ହୋଇଥିଲା । ଖ୍ର୍ରୀଷ୍ଟ ପୂର୍ବ ୨୦୦୦ ପୂର୍ବରୁ ଭାରତରେ ଏହା ଉଦ୍ୟାନ କୃଷିର ମାନ୍ୟତା ପାଇସାରିଥିଲା । ଭାରତରୁ ଏହା ଏସିଆର ଅନ୍ୟ ଅଂଚଳକୁ ଯାଇଥିଲା । ଆମ୍ବ

କୋଭିଡ-୧୯ ପାଇଁ ଗାଇଡଲାଇନ ଜାରି କଲା ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ- କୋଭିଡ-୧୯ ପାଇଁ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯାତ୍ରୀଙ୍କ ପାଇଁ ୭ଦିନ ସଙ୍ଗରୋଧ ଓ ଗୋଟିଏ ସପ୍ତାହ ହୋମ କ୍ୱାରେନଂଟାଇନ ବାଧ୍ୟତାମୂଳକ ବୋଲି ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି । ଏହି ନିୟମକୁ ମାନିବେ ବୋଲି

ଅମରନାଥ ଯାତ୍ରା ବାତିଲ୍

ନୂଆଦିଲ୍ଲୀ- ଚଳିତ ବର୍ଷ ହୋଇପାରିବନି ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା । କରୋନାଭାଇରସ ସଂକ୍ରମଣ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁମାନେ ଲାଇଭ ଟେଲିକାଷ୍ଟ ଜରିଆରେ ସକାଳ ଓ ସନ୍ଧ୍ୟା ଆଳତୀ

ଡିସେମ୍ବର ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବେ ଆଇଟି ଓ ବିପିଓ କର୍ମଚାରୀ

ନୂଆଦିଲ୍ଲୀ- କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଇଟି ଓ ବିପିଓ କମ୍ପାନୀ କର୍ମଚାରୀ ଘରେ ରହି କାମ କରିବାକୁ ଦୂରସଂଚାର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଘରେ କିପରି କାମ କରିବେ ସେଥିପାଇଁ କମ୍ପାନୀ ଗୁଡିକୁ ନିର୍ଦେଶ ଦିଆଯାଇଛି । ବର୍ତମାନ ୮୦

ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀପରିଷଦ ବୈଠକ

ଭୁବନେଶ୍ୱର- କରୋନା ସ୍ଥିତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ ଟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ । ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତି ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ବାସ

କନ୍ଧମାଳର ସମସ୍ତ ବ୍ୟାଙ୍କ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ

କନ୍ଧମାଳ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳର ସମସ୍ତ ବ୍ୟାଙ୍କ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଜିଲ୍ଲାର କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମସ୍ତ କର୍ମଚାରୀଙ୍କୁ ୭ ଦିନ ସଙ୍ଗରୋଧରେ

କେହି ରହିନାହିଁ ରହିବେ ନାହିଁଟି…

ଓଲିଉଡ ଜଗତର ଅନ୍ୟ ଏକ ଉଜ୍ଜଳତମ ତାରକା ଆଉ ନାହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ସୋମବାର ରାଜଧାନୀର କେୟାର ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ର ରାୟ ଏବଂ କନ୍ୟା ଜସ୍ମିନ ମୃତ୍ୟୁ ସର୍ଯ୍ୟନିକଟରେ ଉପସ୍ଥିତ ଥିଲେ । ମଧୁମୟରେ ଆକ୍ରାନ୍ତ ବିଜୟ ମହାନ୍ତିଙ୍କ