ଭୁବନେଶ୍ୱରରୁ ଗୋଟିଏ ଦିନରେ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ରାଜଧାନୀରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୧୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୭୨ ଓ ଲୋକାଲ କେସ ୫୨ ରହିଛି । ଲକ୍ଷ୍ମୀବିହାର ବସ୍ତି, ଚିନ୍ତାମଣିଶ୍ୱର, ବମିଖାଲ, ବିଶ୍ୱେଶ୍ୱରୀ ବସ୍ତି,!-->…