କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ?
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ପ୍ରତି ଭୟ କମିଛି। ନେତୃତ୍ୱ ପ୍ରତି ଚାଲେଞ୍ଜ ବଢ଼ିଛି। ରାଜନୀତି ନଛାଡ଼ିଲେ ଦଳ ଆଗକୁ ଆହୁରି ବିପର୍ୟ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସଙ୍କ ହାଇ!-->…