ଦେଶୀମଦ ତିଆରି କାରଖାନା ଠାବ

ବେଗୁନିଆ: ପୁଣି ଏକ ଦେଶୀମଦ କାରଖାନାକୁ ବେଗୁନିଆ ପୋଲିସ ଠାବ କରିଛି । ପୋଲିସ ସୂଚନା ଅନୁଯାୟୀ ମାଣିବନ୍ଧ ପଂଚାୟତ ଏକଡାଳିଆରେ ଦୀର୍ଘଦିନ ହେବ ଦେଶୀମଦ ରନ୍ଧା ହୋଇ ରାଜସୁନାଖଳା,ସାନପଦର,ରାସୋଳ,ବେଗୁନିଆ,ଗଡତରା , ଚଟୁଆ ଆଦି ଅଂଚଳ ସହ ବାହାରକୁ ମଦ ଯୋଗାଣ ହେଉଥିଲା । ଏ ସମ୍ପର୍କରେ ସୂଚନା

ଏସଟିଏଫର ଚଢାଉ: ଦୁଇ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଂଚର ଏସଟିଏଫ୍ ଟିମ ପ୍ରାୟ ୮ କୋଟି ଟଙ୍କାର ମୂଲ୍ୟବାନ ରତ୍ନ ପଥର ଜବତ କରିଛି । ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚକୁ ମୁଲ୍ୟବାନ ରତ୍ନ ପଥର ଚୋରାଚାଲଣ ହେଉଥିବା ଗୁଇନ୍ଦା ସୂଚନା ମିଳିଥିଲା । ତେବେ ଖବର ପାଇଁ କ୍ରାଇମବ୍ରାଞ୍ଚ ଏସଟିଏମରେ କଳାହାଣ୍ଡି ଜିଲ୍ଲା

ବିଧାୟକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥଙ୍କ ମୃତ ଦେହକୁ ଦଉଡିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ବିଧାୟକଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ଦଉଡିରେ ଟାଙ୍ଗି ଦିଆଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଏ ଯାଏ କାରଣ

ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନର ରାଜକୁମାର

ବ୍ରିଟେନ: ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କରୋନା ଭାଇରସ ମହାମାରୀ ମଧ୍ୟରେ ଭାରତୀୟ ଜୀବନ ଶୈଳୀକୁ ପ୍ରସଂସା କରିଛନ୍ତି । ଦେଶର ବିବିଧତା ଓ ଏକତା ହେଉଛି ତାଙ୍କ ପାଇଁ ବ୍ୟକ୍ତିଗତ ପ୍ରେରଣା,ଏବଂ ଏହା ସମସ୍ତେ ଶିଖିବା ଉଚିତ୍ । ଲଣ୍ଡନ ୱେଲ୍ସର ଏହି ରାଜକୁମାର ଇଣ୍ଡିଆ ଗ୍ଲୋବାଲ ୱିକରେ ଭାଷଣ ଦେଇ

ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ନୂଆଦଲ୍ଲୀ: ରାଜସ୍ଥାନରେ ରାଜନୈତିକ ସଂକଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ପାଇଲଟ ମଧ୍ୟରେ ରହିଥିବା ମତଭେଦ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ରାଜ୍ୟସରକାର ଓ କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହୋଇଛି । ପାଇଲଟ ନିଜର ୧୨ ଜଣ

ମହାକାଶକୁ ପଠାଯିବ ଆମାଜନିଆ-୧ ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆସନ୍ତା ମାସରେ ବ୍ରାଜିଲର ଏକ ଭୂପର୍ଯ୍ୟବେକ୍ଷଣ ଉପଗ୍ରହ ଆମାଜନିଆ-୧କୁ ମହାକାଶକୁ ପଠାଯିବ । ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ , ଏକ ପୋଲାର ସାଟେଲାଇଟ ଲଂଚ ଭେହିକିଲ ରକେଟ ସାହାର୍ଯ୍ୟରେ ଏହାକୁ ମହାକାଶକୁ ପଠାଯିବ । ଆମାଜନିଆ-୧ ହେଉଛି

ଶକ୍ତି ସଂକଟର ବିକଳ୍ପ ବ୍ୟବସ୍ଥା : ରାଜ୍ୟସରକାର

ଭୁବନେଶ୍ୱର: ବ୍ଲକ କାର୍ଯ୍ୟଳୟଗୁଡିକ ଏଣିକି ଆଉ ବିଜୁଳି ଶକ୍ତି ଉପରେ ନିର୍ଭର କରିବେ ନାହିଁ । ସମସ୍ତ ବ୍ଲକ ଅଫିସ ଛାତରେ ସୈାରଶକ୍ତି ପ୍ଲାଂଟ ପ୍ରତିଷ୍ଟା କରାଯିବ । ଏଥିରୁ ଉତ୍ପାଦିତ ବିଜୁଳି ବ୍ଲକ କାର୍ଯ୍ୟାଳୟରେ ବିନିଯୋଗ ହେବ । ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ରାଜ୍ୟସରକାର ।

ସିବିଏସି ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ- ପ୍ରକାଶ ପାଇଲା ସବିଏସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ପରୀକ୍ଷାର୍ଥୀ cbseresults.nic.in ୱେବସାଇଟ ଜରିଆରେ ନିଜ ରେଜଲ୍ଟ ଜାଣିପରିବେ । ଚଳିବ ବର୍ଷ ସର୍ବଭାରତୀୟ ସ୍ତରରେ ପାସ ହାର ୮୮.୭୮% ରହିଛି । ଗତବର୍ଷ ପାସ ହାର ୮୩.୪୦% ରହିଥିଲାା । ୨୦୨୦ ବର୍ଷରେ ଅଧିକ ୫.୩୩୮

ହିଞ୍ଜିଳିକାଟୁ ପୂର୍ବତନ ବିଧାୟକଙ୍କୁ କରୋନା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୂର୍ବତନ ବିଧାୟକ ତଥା ବିଜେଡ୍ ନେତା ହରିହର ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ କୋଭିଡ୍ କେୟାର୍ ସେଂଟରରେ ଭର୍ତି କରାଯାଇଛି । ବିଧାୟକ ହରିହର ସାହୁ ୩ ଦିନ ତଳେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ

ଆସନ୍ତା ୩୧ ଭିତରେ ମାଟ୍ରିକ ପରିକ୍ଷାଫଳ ପ୍ରକାଶ

ଭୁବନେଶ୍ୱର – ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୋମବାର ଜଣାପଡିଛି । ତେବେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କଟକଣା ଓ ସୁରକ୍ଷା ମଧ୍ୟରେ ଶେଷ ହୋଇଛି ମାଟ୍ରିକ