ମାନବିକତା ଆଗରେ ହାର ମାନିଲା କରୋନା

ଭୁବନେଶ୍ୱର: ଏହି ବ୍ରତକୁ ୧୭ବର୍ଷ ଧରି ଆପଣାଇ ରାଜ୍ୟର ପ୍ରଥମ ପାରିବାରିକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱରର ଭୀମଟାଙ୍ଗି ନିବାସୀ ଗୋପୀ ମୋହନ ପଟ୍ଟନାୟକ । ପ୍ରତିବର୍ଷ ଜୁଲାଇ ୪ ତାରିଖରେ ନିଜର ବିବାହ ବାର୍ଷିକୀ ଉତ୍ସବରେ ବନ୍ଧୁ, ବାନ୍ଧବ, ଗୁରୁଜମାନଙ୍କୁ

ସର୍ବନିମ୍ନ ମଜୁରୀ ଦାବୀ କରିବାରୁ କୃଷି ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ସି.ପି.ଆଇ.ର ନିନ୍ଦା

ବାରିପଦା : ମୟୂରଭ ଜିଲ୍ଲାରେ କୃଷି କ୍ଷେତ୍ରରେ କାମ କରି ଜିବିକା ନିର୍ବାହ ଦୁର୍ବିସହ ହୋଇପଡିଛି । ଏମାନଙ୍କୁ ଦୈନିକ କେତେକ କ୍ଷେତ୍ରରେ ୧୦୦ଟଙ୍କାରୁ କମ ମଜୁରୀରେ କାମ କରିବାକୁ ବାଧ୍ୟ କରାଯାଉ ଥିବା ଭଳି ଘଟଣା ପଦାକୁ ଆସିଛି । ସାରସକଣା ବ୍ଲକ ଅନ୍ତର୍ଗତ ଭୁରୁଷାଣି ଗ୍ରାମପଂଚାୟତର

ସମାଜସେବା ସଂଘ ଦ୍ୱାରା ମାସ୍କ ବଂଟନ

ବାରିପଦା: ସମାଜ ସେବା ସଂଘ ବାରିପଦା ଦ୍ୱାରା ଗତ ୯ ତାରିଖ ଦିନ ବାରିପଦାର ଲକ୍ଷ୍ମୀପୋଷୀ ଠାରେ ୫୦୦ ମାସ୍କ ବଂଟନ ସହିତ କରୋନା ବାବଦରେ ଲୋକଙ୍କୁ ସଚେତନା କାର୍ଯ୍ୟକ୍ରମ କରାଯାଇଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୋଷୀ ଗ୍ରାମ ପଂଚାୟତର ସରପଂଚଙ୍କ ସହିତ ଉତର ଓଡିଶା ବିଶ୍ୱ

ଚିନ୍ତା ବଢାଉଛନ୍ତି ଶ୍ରମିକ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ବିଗିଡିବା ସହ ଭୟଙ୍କର ରୁପ ଧାରଣ କରିବାକୁ ବସିଛି । ବିଶେଷ କରି ଚମ୍ପୁଆ ଉପଖଣ୍ଡର ବଡବିଲ ସହର ହଟସ୍ପଟ୍ ହୋଇଯାଥିବା ବେଳେ, ପ୍ରଶାସନିକ କଟକଣା ସତ୍ୱେ ଲୋକମାନେ ସଚେତନ ହୋଇନାହାନ୍ତି । ପ୍ରତ୍ୟେକ ଦିନ ସାଧାରଣ ଜନତା ସ୍ୱାସ୍ଥ୍ୟ

ପବନରେ କରୋନା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରିପାରିବ!

ନୂଆଦିଲ୍ଲୀ: ଶତାଧିକ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମହାମାରୀ କରୋନା ଭାଇରସର ପବନ ଦ୍ୱାରା ବି ଜଣେ ସୁସ୍ଥ ଲୋକଙ୍କୁ ବେଶ୍ ଆରାମରେ ସଂକ୍ରମିତ କରିପାରିବ । ଯାହାର ପ୍ରମାଣ ମିଳିଛି । ତେଣୁ ବୈଜ୍ଞାନିକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହା ଉପରେ ନୂଆ ସତର୍କ ସୂଚନା ଜାରି କରିବାକୁ

ଆପାରିରେ ‘ସରବଜିତ୍’ ଅଭିନେତା ରଞ୍ଜନ ସେହଗଲ

ମୁମ୍ବାଇ- ପଞ୍ଜାବୀ ଏବଂ ହିନ୍ଦୀ ଫିଲ୍ମ ଜଗତରେ ଜଣାଶୁଣା ରଞ୍ଜନ ସେହଗଲ ଆଉ ନାହାନ୍ତି । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ ଏବଂ ତାଙ୍କ ଶରୀରରେ ଅନେକ ଅଙ୍ଗ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା ବୋଲି ସୂତ୍ରରୁ ଜଣାପଡିଛି । ରଞ୍ଜନ

ଆମ୍ବୁଲାନ୍ସ ନେଲାନି ଛଟପଟ ହୋଇ ଜୀବନ ହାରିଲେ ବାପା

ବ୍ରହ୍ମପୁର- ୨୦ ଘଂଟା ଧରି ଗଛ ମୂଳରେ ଛଟପଟ ହୋଇ ପ୍ରାଣ ହରାଇଲେ ରୋଗୀ । ଲୋକେ ଦେଖିଲେ, ମେବୋଇଲରେ ଫଟୋ ଭିଡିଓ ଉଠାଇଲେ, ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲେନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମନଗର ଅଂଚଳରେ

ଜଟଣୀ ବିଏସ୍ଏଫ୍ କ୍ୟାମ୍ପର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା କ୍ୟାମ୍ପରେ ୨ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି । ଜଟଣୀ ବିଏସ୍ଏଫ୍ କ୍ୟାମ୍ପରେ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ ହୋଇଥିବା ବେଳେ ୨ଜଣ ଯବାନ କରୋନା ସଂକ୍ରମିକ ହୋଇଥିବା ଜଣାପଡିଛି ।