ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କେରାନା ପଜେଟିଭ୍ ଚିହ୍ନଟ

ମୁମ୍ବାଇ- ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ ରିପୋର୍ଟ କରୋନା ଜିଟିଭ୍ ଥିବା ନେଇ ବିଏମସି କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ କରୋନା ନେଗେଟିଭ୍ ଥିବା

ଲୋକପ୍ରିୟ ହେବା ନିଶା ପଡିଲା ମହଙ୍ଗା

ଯୋଧପୁର- ଯୋଧପୁର ଜିଲ୍ଲାର ଜଣେ ୨୦ ବର୍ଷର ଯୁବକ ରାତାରାତି ଫେସବୁକରେ ଫଲୋଅରସ୍ ବଢାଇବା ଉଦେଶ୍ୟରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଫଟୋକୁ ଏଡିଟ କରି ସୋମିଆଲ ମିଡିଆରେ ପୋଷ୍ଟ କରିବା ପରେ ଏବେ ସାଇବର ଆଇନରେ ଗିରଫ ହୋଇ ଜେଲ ଯିବାକୁ ପଡିଛି । ସେ ରାଷ୍ଟ୍ରପତିଙ୍କ ଫଟୋ ଏଡିଟ କରି ନିଜକୁ

ଦୁଇ କ୍ୟାଡର ନକ୍ସଲଙ୍କ ଆତ୍ମସର୍ମଣ

ମାଲକାନଗିରି- ମାଲକାନଗିରି ଏସ୍ପିଙ୍କ ନିକଟରେ ରବିବାର ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଲାକେ ପୁନମ(ମହିଳା) ଓ କାନ୍ନା ମାଢି (ପୁରୁଷ) । ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍ କମିଟି ମିଲିଟାରୀ ପ୍ଲାଟୁନରେ କାର୍ଯ୍ୟରତ ଥିଲେ । କାନ୍ନାଙ୍କ ମୁଣ୍ଡରେ ୪ଲକ୍ଷ

ସୋମବାରଠୁ କଟକ ସହରରୁ ହଟିବ ସଟଡାଉନ୍

କଟକ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟଡାଉନ୍ ସୋମବାରଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତି ହୋଇଥିବା କୁହାଯାଇଛି । ହେଲେ ସନ୍ତାହରେ ଶନିବାର ଓ ରବିବାର

ନେପାଳରେ ଭୂସ୍ଖଳନ: ୧୧ମୃତ ୨୩ ନିଖୋଜ

କାଠମାଣ୍ଡୁ- ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଶନିବାର ପ୍ରବଳ ବର୍ଷା ଯୋଗୁ ମାୟାଗଡି ଜିଲ୍ଲାରେ ଭୂସ୍କଳନ ଘଟି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ନିଖୋଜ ଅଛନ୍ତି । ମାରାଙ୍ଗଠାରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଠାରେ ୧୧ଜଣ ଏବେ ଯାଏ ନିଖୋଜ ଅଛନ୍ତି ।

ବିଗ୍ ବିଙ୍କ ପରେ ଅନୁପମ ଖେରଙ୍କ ପରିବାର କରୋନା ପଜେଟିଭ

ମୁମ୍ବାଇ: କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ବିଗ ବି ଓ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ ଜଣାପଡିଥିବା ବେଳେ ରବିବାର ଅନୁପମ ଖେରଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିଷୟରେ ନିଜେ ଅନୁପମ ଖେର ଭିଡିଓ ମାଧ୍ୟମରେ ଟ୍ୱିଟ୍ କରି

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଭବନରେ ୧୬ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ- ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଣୟାଙ୍କ ବାସଭବନରେ କାର୍ଯ୍ୟକରୁଥିବା ୧୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ରବିବାର ଜଣାପଡିଛି । ତେବେ ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏହାସହ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ

କରୋନା କବଳରେ ଅମିତାଭ ଓ ଅଭିଷେକ ବଚ୍ଚନ

ମୁମ୍ବାଇ- ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ଏବେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଅମିତାଭ ଙ୍କ କରୋନା ପଜେଟିଭ ଆସିବା ପରେ ସମସ୍ତଙ୍କର କୋଭିଡ ରିକ୍ଷା କରାଯାଇଥିଲା ଯେଉଁଥିରେ ୪୪ ବର୍ଷୀୟ ଅଭିଷେକ