ନକଲି ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ ଠିକାଦାର

ଚନ୍ଦ୍ରଶେଖରପୁର: ଡିଷ୍ଟ୍ରିକ୍ଟ ସେଂଟର ପେଟ୍ରୋଲ ପମ୍ପ ପାଖରେ ରାସ୍ତା ମରାମତି କାମ ଚାଲୁଥିବାବେଳେ ଦୁଇ ଯୁବକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମିଛ ପରିଚୟ ଦେଇ ଠିକାଦାରଙ୍କ ଠାରୁ ନିସ୍ତୁକ ମାଡ ଖାଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁର ଅଂଚଳରେ । କାମ ଚାଲିଥିବା

ପ୍ଲାଜମା ଦେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ- ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ଲାଜମା ଦେଇଛନ୍ତି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜାମା ଦେଉଥିବାର ଫୋଟ ଟୁଇଟ କରିଛନ୍ତି ନିଜେ ସମ୍ବିତ ପାତ୍ର । ଗତ ମାସରେ ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

୩୫ ଲକ୍ଷ ଲାଂଚ ନେଇ ଧରାପଡିଲେ ମହିଳା ଏସ୍ଆଇ

ଅହମ୍ମଦାବାଦ: ଦୁର୍ଷମ ମାମଲା ରଫାଦଫା ପାଇଁ ୩୫ ଲକ୍ଷ ଟଙ୍କା ଲାଂଚ ନେଇ କ୍ରାଇମବ୍ରାଂଚ ହାତରେ ଧରାପଡିଲେ ମହିଳା ଏସ୍ଆଇ । ଦୁଇଜଣ ମହିଳା କର୍ମଚାରୀ ଙ୍କ ଉପରେ ତାଙ୍କର ଜଣେ ଉଚ୍ଚ ଅଧିକାରୀ ଯୈାନ ଶୋଷଣ କରିଥିବା ଅଭିଯୋଗର ତଦନ୍ତ ସାଟେଲାଇଟ୍ ଥାନାର ମହିଳା ଏସ୍ଆଇ ଶ୍ୱେତା ଜାଡେଜାଙ୍କୁ

ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ

ଭୁବନେଶ୍ୱର- କରୋନା ସ୍ଥିତି ହୁ ହୁ ହୋଇ ବଢୁଥିବାବରୁ ଏହାର ପ୍ରଭାବ ବିଧାନସଭାର ଉପରେ ମଧ୍ୟ ପଡିଛି । ବିଧାନସଭାରେ ହେବାକୁ ଥିବା ବିଭିନ୍ନ କମିଟି ବୈଠକକୁ ବାତିଲ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଗତମାସରେ ବିଧାନସଭାର ବିଭିନ୍ନ

ଅମରନାଥ ଯାତ୍ରା ୨୧ରୁ ଆରମ୍ଭ

ନୂଆଦିଲ୍ଲୀ- ଆସନ୍ତା ୨୧ ତାରିଖ ଠାରୁ ଅମରନାଥ ଶୈବପୀଠ ଖୋଲାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ ଭକ୍ତଙ୍କର ପ୍ରଥମେ କରୋନା ପରୀକ୍ଷା କରିବେ । ଶ୍ରାଦ୍ଧାଳୁଙ୍କ ରିପୋର୍ଟ ଯେ ପର୍ଯ୍ୟନ୍ତ ନେଗେଟିଭ ଆସିନି

ଆମେରିକା ରାଷ୍ଟ୍ରପତି ପାଇଁ ଆଶାୟୀ ଏଇ ପପ୍ ସିଙ୍ଗର

ନୂଆଦିଲ୍ଲୀ- ଆସନ୍ତା ନଭେମ୍ବର ୩ ତାରିଖରେ ହବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ପପ୍ ସିଙ୍ଗର କେଦି ୱେଷ୍ଟ । ଏନେଇ ସେ ଟୁଇଟ କରିଛନ୍ତି । ରାଜନୀତି ସହ ସମ୍ପର୍କ ନଥିବା କେନି ସିଧାସଳଖ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବେ ତାହା ସମସ୍ତଙ୍କୁ ଚକିତ କରିଦେଇଛି ।

୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ : ୧ମୃତ ୨ଜଣ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ତରୁଲତା ବିଶ୍ୱାଳ । ସେ ତାଙ୍କ ସ୍ୱାମୀ ନିତ୍ୟ ରଞ୍ଜନ ବିଶ୍ୱାଳ ଓ ଝିଅ ଜୟଶ୍ରୀ ମଲ୍ଲୀକ

ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ- ପୂର୍ବ ଲଦାଖରେ ଭାରତ ଠାରୁ କଡା ଜବାବ ପାଇବା ପରେ ପଛକୁ ହଟିଛି ଚୀନ । ଲଦାଖ ଗଲୱାନ ଘାଟିରୁ ଚୀନ ସେନା ୨ କିମି ପଛକୁ ହଟିଛି । ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି । ଗଲୱାନ ଘାଟିରେ ଅସ୍ଥାୟୀ କ୍ୟାମ୍ପ କରିବା ପରେ ଉଭୟ ଦେଶ ମୁହାଁ ମୁହିଁ ହୋଇଥିଲେ ।

ବିଜେପିକୁ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ- କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତରେ କରୋନା ମୁକାବିଲା , ବିମୁଦ୍ରିକରଣ ଓ ଦ୍ରବ୍ୟ, ସେବା ଓ ଟିକସ ଉପରେ ପ୍ରଧାନ୍ତ୍ରମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଭାରତରେ କରୋନା ସ୍ଥିତି ଉଦବେଗ ଜନକ

ପାର୍ଲାମେଂଟରେ ଯୋଗ ଦେଉ ନାହାନ୍ତି ରାହୁଲ ଗାନ୍ଧୀ: ଜେ.ପି ନଡ୍ଡା

ନୂଆଦିଲ୍ଲୀ- କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସଂସଦରେ ଯୋଗ ଦେଉ ନାହିଁନ୍ତି ବୋଲି ରାଷ୍ଟ୍ର ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସର ସମସ୍ତ କାର୍ଯ୍ୟ ତୁଳାଉଛନ୍ତି । କିନ୍ତୁ ସଂସଦରେ ଯୋଗ ନଦେଇ ଦେଶବାସୀଙ୍କୁ ବିଭ୍ରାନ୍ତି କର ତଥ୍ୟ ଦେଉଛନ୍ତି । ସେ ଜଣେ ଅଧ୍ୟକ୍ଷ