ନେପାଳକୁ ଶଙ୍କରାଚାର୍ଯ୍ୟଙ୍କ ଚେତାବନୀ
ପୁରୀ: ଚିନ ସମର୍ଥନ କର ନାହିଁ , ନହେଲେ ଧ୍ୱସଂ ମୁଖକୁ ଚାଲିଯିବ ବୋଲି ନେପାଳକୁ ଚେତାବନୀ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଭାରତର ମୂଳ ଅଂଶବିଶେଷ ଉତରାଖଣ୍ଡ ରାଜ୍ୟର ତିନୋଟି ଇଲାକାକୁ ନେପାଳ ନିଜ ରାଜନୈତିକ ମ୍ୟାପରେ ଯୋଡିବା ଉଦ୍ୟମ!-->…