ଗୁରୁପୂର୍ଣ୍ଣମା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବାର୍ତା
ନୂଆଦିଲ୍ଲୀ- ଆଷାଢ ପୂର୍ଣ୍ଣମା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପ୍ରଚାରିତ ଶାନ୍ତି ଓ ନ୍ୟାୟ ଉପରେ ଆଲୋକପାତ କରି ଦେଶବାସୀଙ୍କୁ ଭିଡିଓ ବାର୍ତା ଦେଇଛନ୍ତି । ଏହି ପୂର୍ଣ୍ଣିମାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଇଂଟରନ୍ୟାସନାଲ ବୁଦ୍ଧିଷ୍ଟ!-->…