ସାଢେ ୭ ହଜାର ଟପିଲା ପଜେଟିଭ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ସାଢେ଼ ୭ ହଜାର ଟପିଛି । ଗୁରୁବାର ଦିନକରେ ୨୨୯ ପଜିଟିଭ ଯୋଡି ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଛି । ୩୭ ଜଣ ଏମିତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାର ସଂକ୍ରମଣର ଉତ୍ସ ପାଇନି ପ୍ରଶାସନ । ବାକି ୧୯୩ ଜଣ କ୍ୱାରେଂଟାଇନ୍!-->…