ରାଜ୍ୟପାଳଙ୍କ ଲିଖିତ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’ ପୁସ୍ତକ ଉନ୍ମୋଚିତ

ଭୁବନଶ୍ୱେର: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦେଶକ

ଚିନ୍ତା ବଢାଇଲେଣି ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କୋରାନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ଆକ୍ରାନ୍ତ ଏବେ ଚିନ୍ତା ବଢାଇଲେଣି । ଆଜି ୧୩୬ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଜୁନ ୨୩ରେ ଲୋକାଲ କେସ୍ ସଂଖ୍ୟା ୧୭ ଥିଲା । ସପ୍ତାହକ ମଧ୍ୟରେ ଏବେ କ୍ରମାଗତ ବୃଦ୍ଧି ପାଇଁ ୩ଶହ

ହୋଇପାରେ ବିଦ୍ରୋହ

ନୂଆଦିଲ୍ଲୀ: ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ସୈନ୍ୟ ସହିଦ୍ ହୋଇଥିବା ବେଳେ ଚୀନ୍ ଏପର୍ଯ୍ୟନ୍ତ ନିଜର ମୃତାହତ ସୈନିକଙ୍କ ସଂଖ୍ୟା ସାର୍ବଜନୀନ କରୁନାହିଁ । ଚୀନ୍ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ସରକାର ଲଜ୍ଜିତ ହେବାକୁ ପଡିବ ବୋଲି ତଥ୍ୟ ଲୁଚାଉଥିବା ମନେ କରାଯାଉଛି । ଆମେରିକାରେ

ଟ୍ୱିନସିଟିରେ ୨୪ ଘଂଟିଆ ବିଜୁଳି

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କଟିବନି ବିଜୁଳି । ଦିନ ରାତି ୨୪ ଘଂଟା ନିରବଛିନ୍ନ ବିଜୁଳି ସେବା ମିଳିବ । ଟ୍ୱିନସିଟିରେ ଭୋଲଟେଜ୍ ସମସ୍ୟା ବି ରହିବ ନାହିଁ । ଏପରି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଇବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ।ଡିସେମ୍ବର ସୁଦ୍ଧା

ତେଜସ୍ୱୀ ମାଗିଲେ କ୍ଷମା

ପାଟନା: ଆରଜେଡି ନେତା ତେଜସ୍ୱୀ ଯାଦବ ୧୫ ବର୍ଷ ଧରି ଲାଲୁ-ରାବିଡିଙ୍କ ଶାସନକାଳରେ ହୋଇଥିବା ଭୂଲ ପାଇଁ କ୍ଷମା ମାଗିଛନ୍ତି । ତେଜସ୍ୱୀ ଦଳର କାର୍ଯ୍ୟକର୍ମୀ ମାନଙ୍କୁ କହିଛନ୍ତି ଯେ ୧୫ ବର୍ଷର ଆରଜେଡି ଶାସନକାଳ ସମୟରେ ଯଦି କୈାଣସି ପ୍ରକାର ଭୂଲ ହୋଇଛି , ତେବେ ଏଥିପାଇଁ ଭୁଲ ମାଗୁଛୁ ।

୧୩ ତାରିଖରୁ ୟୁଜି,ପିଜି ଅନ୍ଲାଇନ୍ କ୍ଲାସ

ଭୁବନେଶ୍ୱର: ୧୩ ତାରିଖରୁ ଯୁକ୍ତ ୩ , ସ୍ନାତକୋତରରେ ଆରମ୍ଭ ହେବ ଅନ୍ଲାଇନ୍ କ୍ଲାସ୍ । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡ଼ଲାଇନ୍ ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜରେ ଏହି କ୍ଳାସ୍ ଅନୁଷ୍ଟିତ ହେବ । ରାଜ୍ୟର ଉଚ୍ଚଶିକ୍ଷା ସଚିବ ଶାଶ୍ୱତ

ସ୍ୱାମୀଙ୍କ ମୃତ୍ୟୁ ଦେଖି ଆତ୍ମହତ୍ୟା କଲେ ପତ୍ନି

ଜଗତସିଂହପୁର: ହୃଦ୍ଘାତରେ ସ୍ୱାମୀଙ୍କ ମୃତ୍ୟୁ ହେବାପରେ , ଦୁଃଖରେ ମ୍ରିୟମାଣ ହୋଇ ପତ୍ନି ପିନ୍ଧା ଲୁଗାକୁ ବେକରେ ଭିଡି ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଳା ଡାକ୍ତରଖାନାସ୍ଥିତ ଆଇସୋଲେସନ୍ କେନ୍ଦ୍ରରେ । ମୃତ ଦମ୍ପତି ହେଉଛନ୍ତି

ଦ୍ୱିତୀୟ କରୋନା ଟିକା ପରୀକ୍ଷା

ନୂଆଦିଲ୍ଲୀ-ଦ୍ୱିତୀୟ କରୋନା ଟିକା ପରୀକ୍ଷଣ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । କ୍ଲିନିକାଲ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ କାଡିଲାକୁ ଉଭୟ ଭାରତ ଓ ଡଗ୍ର କଂଟ୍ରୋଲର ଜେନାରାଲ ଅନୁମତି ଦେଇଛନ୍ତି ।ପୂର୍ବରୁ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ

ଲଦାଖରେ ପଂହଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଲଦାଖର ସ୍ଥିତି ସମୀକ୍ଷା ପାଇଁ ପଂହଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ସେଠାରେ ଉପସ୍ଥିତ ଥିବା ସେନା ଏବଂ ଆଇଟିବିପି ଯାବାନଙ୍କ ସହ ମୋଦୀ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଓ ସ୍ଥଳଦେନା ମୁଖ୍ୟ