ଦିବ୍ୟାଙ୍ଗ ମହିଳାଙ୍କୁ ନିର୍ଘାତ ପିଟିଲେ ମ୍ୟାନେଜର

ନେଲ୍ଳୋର: ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗରେ କାମକରୁଥିବା ଦିବ୍ୟଙ୍ଗ କର୍ମଚାରୀଙ୍କ ଉପରେ ମ୍ୟାନଜରଙ୍କ ଅକଥନୀୟ ଅତ୍ୟାଚାର ଚିତ୍ର ସାମ୍ନାକୁ ଆସିଛି । ଦିବ୍ୟଙ୍ଗ ମହିଳା ଉଷାରାଣୀ - ଡେପ୍ୟୁଟି ମ୍ୟାନେଜର ମାସ୍କ ପିନ୍ଧି ନଥିବା ନେଇ ଆପତି ପ୍ରଦାନ କରିଥିଲେ । କନିଷ୍ଟ କର୍ମଚାରୀ ହୋଇ

ବୀରମିତ୍ରପୁରରେ କ୍ରାଇମ୍ଇବ୍ରାଞ୍ଚ ଟିମ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଂଚଳରେ ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭପାତ ଘଟଣାର ତଦନ୍ତ କ୍ରାଇମ୍ଇବ୍ରାଞ୍ଚ ଟିମ୍ ଆରମ୍ଭ କରିଛି । ଜଣେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ ଆସିଥିବା ୪ ଜଣିଆ ଟିମ୍ ବୀରମିତ୍ରପୁର ଥାନାରେ ତନାଘନା ଚଳାଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ

ଦେଶର ୮୩ ଟନ୍ ସୁନା ନକଲି

ବେଜିଂ: ସାରା ବିଶ୍ୱରେ ଚୀନ୍ ନିଜ ନକଲି ଜିନିଷ ବିକ୍ରି କରିବା ନେଇ ଖୁବ୍ ବଦନାମ୍ ଥିବାବେଳେ ଚୀନ୍ର ଗୋଲ୍ଡ ରିଜର୍ଭର ୮୩ ଟନ୍ ସୁନା ନକଲି ବୋଲି ଜଣାପଡିଛି । ଜିରୋ ହେଜ୍ ନାମକ ୱେବସାଇଟର ରିର୍ପୋଟ ଅନୁସାରେ କିଙ୍ଗଗୋଲ୍ଡା ଜୁଏଲାରୀ ଉହାନରେ ରହିଛି । ଏହା ଚୀନ୍ରେ ୧୪ ଫାଇନାନ୍ସିଆଲ

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ । ସୁସ୍ଥଙ୍କ ମଧ୍ୟରେ ଜଗତସିଂହପୁରର ୩୧, ବାଲେଶ୍ୱର ୨୬, କଟକ ୨୫, ଯାଜପୁର ୧୨, ଖୋର୍ଦ୍ଧା ୧୨, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଲେଖାଏଁ, ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ଆରୋଗ୍ୟ ହାର ୫୩୫୩ରେ

ହଙ୍ଗକଙ୍ଗ ଲାଗୁ ହେଲା ଚୀନ ଆଇନକାନୁନ

ନୂଆଦିଲ୍ଳୀ: ବିଶ୍ୱ ଉପରେ କବ୍ଚା କରିବାକୁ ଚାହୁଁଥିବା ଚୀନ୍ ଏବେ ହଙ୍ଗକଙ୍ଗ ଉପରେ ନିଜର ବଡଭାଇ ପଣିଆ ଜାହିର୍ କରିବା ଆରମ୍ଭ କରିଛି ।ହଙ୍ଗକଙ୍ଗ ଜଣେ ବ୍ୟକ୍ତି ନିଜ ଦେଶର ସ୍ୱାଧୀନତା ପାଇଁ ହାତରେ ପତାକା ଧରି ଛିଡାହୋଇଥିଲେ । ତାଙ୍କୁ ଗିରଫ କରାଯାଇଛି । ଏହା ଚୀନ୍ ଆଇନକାନୁନ ବିରୋଦ୍ଧ ବୋଲି

ବିଜେଡିର ନୂଆ ପଦାଧିକରୀ ତାଲିକା

ଭୁବନେଶ୍ୱର- ବିଜୁଜନତା ଦଳର ସାଙ୍ଗଠନିକ ସ୍ଥରରେ ବଡଧରଣର ପରିବର୍ତନ କରାଯାଇଛି । ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ ଜଣଙ୍କୁ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ।ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ

୧୧୩୫ ଶିଳ୍ପୀ ପାଇବେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ରାଜ୍ୟର ଚିତ୍ରଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଅନ୍ଲାଇନ୍ ଚିତ୍ରକଳା ପ୍ରତିଯୋଗୀତାର ଫଳାଫଳ ପ୍ରକାଶ ପାଇଛି । ମଙ୍ଗଳବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ପ୍ରମୁଖ

ହାଇୱେକାମ ଚାଇନା କମ୍ପାନୀକୁ ମିଳିବ ନାହିଁ: ନିତିନଗଡକରୀ

ନୂଆଦିଲ୍ଲୀ- ଚାଇନା ଦ୍ରବ୍ୟକୁ ଭାରତୀୟ ମାନେ ବୟକଟ କରିବା ସହିତ ହାଇୱେ ପ୍ରୋଜେକ୍ଟ କାମ ଚାଇନା କମ୍ପାନୀକୁ ମିଳିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନିତନୀ ଗଡକରୀ କହିଛନ୍ତି । ଏତଦ୍ ବ୍ୟତିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଚାଇନା ବିନିଯୋଗ କାରୀଙ୍କୁ ସାମିଲ ନକରିବାକୁ ସରକାର

ତମାଲିନାଡକୁ ସାହାର୍ଯ୍ୟ ଦେବା ପାଇଁ ଶାହାଙ୍କ ପ୍ରତି ଶ୍ରୁତି

ନୂଆଦିଲ୍ଲୀ- ତାମିଲନାଡୁ ପ୍ୟାୱାର ପ୍ଲାଂଟ ବିସ୍ପୋରଣ ପରେ ସରକାରଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରତି ଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେଭିଲ ପ୍ଲାଂଟରେ ବିସ୍ପୋରଣ ପରେ ସେଠାରେ କାମକରୁଥିବା କର୍ମଚାରୀ ମାନଙ୍କୁ ସିଆଇଏସଏଫ ଟିମ ରିଲିଫ୍ ଦେଇଛନ୍ତି । ଏହି ବିସ୍ପୋରଶରେ

ଓଡ଼ିଶାକୁ ଅଧିକ ଲାଭ ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟିରୁ ଅଧିକ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପାଇଁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ