ସ୍କୁଲ ବାରଣ୍ଡାରେ ଝୁଲନ୍ତା ମୃତଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ମହାଙ୍ଗା ଥାନା ଜଳେଶ୍ୱରପୁର ପଂଚାୟତ ଗଙ୍ଗପୁରା ସ୍କୁଲ ବାରଣ୍ଡାରେ ଯୁବକଙ୍କ ଝୁଲନ୍ତା ମୃତକୁ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ରବୀନ୍ଦ୍ର ଜେନାଙ୍କ ପୁଅ ସରୋଜ ଜେନା , ବୟସ ୨୦ ବର୍ଷ । ଯାଯପୁର ପିଉସୀ ଘରେ ଦୀର୍ଘ ଦିନରୁ ରହୁଥିଲେ

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ- ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି ହୋଇଛି । ବର୍ଦ୍ଧିତ ତେଲ ଦର ହିସାବରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୪୩ ପଇସା ଓ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୫୩ ପଇସାକୁ ବୃଦ୍ଧି

ମନ୍ତ୍ରୀ ମହମ୍ମଦ ଅଲ୍ଲୀଙ୍କୁ କରୋନା

ହାଇଦ୍ରାବାଦ : ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ଅଲ୍ଲୀ କରୋନା ସଂକ୍ରମିତ ହୋଛନ୍ତି । ରବିବାର ସେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ସୁଚନା ମିଳିଛି । ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଜୁନ୍ ୨୫ରେ ହରିଠା ହରମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିଠାରେ

୪ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ଓ ଉତର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆସନ୍ତାକାଲି ସୁନ୍ଦରଗଡ, ମୟୂରଭଞ୍ଜ, ଦେବଗଡ, କେନ୍ଦୁଝର,

ଭାରତ ସେନାଙ୍କ ମୁକାବିଲା ପାଇଁ ସୀମାକୁ ଚୀନ ପଠାଇଥିଲା ମଲ୍ଲ ଯୋଦ୍ଧା

ବେଜିଂ : ଗଲୱାନ ସଂଘର୍ଷକୁ ନେଇ ଚୀନ ଏବଂ ଭାରତ ଉଭୟ ପରସ୍ପରଙ୍କୁ ଦୋଷାରୋପ କରୁଥିବାବେଳେ ଏହା ଚୀନର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଚୀନ ସ୍ୱୀକାର କରିଛି । ସଂଘର୍ଷ ପୂର୍ବରୁ ସାମରିକ କ୍ରୀଡ଼ାବୀତ୍ ମାର୍ଶାଲ ଆର୍ଟିଷ୍ଟଙ୍କୁ ସୀମାକୁ ପଠାଯାଇଥିଲା ବୋଲି ଚୀନ ନ୍ୟାସନାଲ ଡ଼ିଫେନ୍ସ ନ୍ୟୁଜ

ଓଏଫ୍ଏସ୍ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ ଡ଼ୁମୁଡୁମା ଅଂଚଳର ଓଏଫଏସ୍ ଅଫିସର ଅଭିଳାଷ ସ୍ୱରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଓଢଣୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ କୁ ଦେଖିବା ପରେ ସନ୍ଦେହ ବଢିଯାଇଛି । ସୋମବାର

ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ

ନୂଆଦିଲ୍ଲୀ- ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ବିଳମ୍ବିତ ରାତିରେ ଏହି ଦାୟିତ୍ୱ ଦେଇଛନ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଜାମ୍ମୁ- କାଶ୍ମୀରରେ ଏନକାଉଂଟର: ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ- ଜମ୍ମୁକାଶ୍ମରୀର ଅନନ୍ତନାଗ ଜିିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଂଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ଖୁଲଚୋରା ଅଂଚଳରେ ଲୁଚିଥିବା ଜଣାପଡିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ

ଦେଶରେ ସଂକ୍ରମଣ ସଂଖ୍ୟା ୫୪୮୩୧୮କୁ ବୃଦ୍ଧି

ନୂଆଦିଲ୍ଲୀ- ସମଗ୍ର ଦେଶରେ ଉଦବେଗ ଜନକ ହେଉଛି କରୋନା ସ୍ଥିତି । ଗତ ୨୪ ଘଂଟାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୪୫୯ରେ ପଂହଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୩୧୮କୁ ବୃଦ୍ଧି ପାଇଥିବା ବେଳେ ୩୨୧୭୨୨ ଆରୋଗ୍ୟ ଲାଭ କରିଛନ୍ତି । ବର୍ତମାନ ସୁଦ୍ଧା ୧୬୪୭୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି

ଜୁଲାଇ ୧୫ ପର୍ଯ୍ୟନ୍ତ ତାମିଲନାଡୁର ସାତ ସ୍ପୋସାଲ ଟ୍ରେନ ବାତିଲ

ନୂଆଦିଲ୍ଲୀ- ଜୁଲାଇ ୧୫ ପର୍ଯ୍ୟନ୍ତ ତାମିଲନାଡୁ ମଧ୍ୟରେ ଚଳାଚଳ କରୁଥିବା ସାତଟି ସ୍ପୋସାଲ ଟ୍ରେନ ବାତିଲ କରିଛି ଦକ୍ଷିଣ ରେଳବାଇ ବିଭାଗ । ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାମିଲନାଡୁ ସରକାରଙ୍କ ଅନୁରୋଧକ୍ରମେ ଟ୍ରେନ ଚଳାଚଳ ବାତିଲ କରାଯାଇଛି ବୋଲି