ଟିକଟକ ହେଲା କାଳ
ଜଗତସିଂହପୁର- ଟିକଟକ ପୁଣି ହୋଇଛି କାଳ । ଟିକ୍ଟକ ପାଇଁ ସୁଂଟି କରିବାକୁ ନଦୀକୂଳକୁ ଯାଇଥିବା ୪ ଜଣ ଭାଇଭଉଣୀ ଭାସି ଯାଇଛନ୍ତି । ଜଗତସିଂହପୁର ଜିଲ୍ଲା ମାଛଗାଁ ଅଂଚଳର ଦେବୀନଦୀରେ ଏହି ଦୁଃଖଦ ଘଟଣା ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ!-->…