ଶ୍ରୀ ମନ୍ଦିର ସେବାୟତଙ୍କୁ କରୋନା ପଜିଟିଭ
ପୁରୀ- ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନାରେ ଆକ୍ରାନ୍ତ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଯେଉଁ ମାନେ ରଥଯାତ୍ରାରେ ନିୟୋଜିତ ହେବେ ସେମାନଙ୍କ କୋଭିଡ -୧୯ ପରୀକ୍ଷା କରିଯିବ । ତେବେ ଗତକାଲି ୧୧୪୩ ସେବାୟତଙ୍କ କରୋନା!-->…