ବି.ଏସ.କେ.ୱାଇ ନୂଆ ନବୀନ କାର୍ଡ ବଣ୍ଟନ

ଏରସମା : ଆଜି ଅପରାହ୍ନରେଏରସମା ବ୍ଳକ ପରିସରରେ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ଦ୍ୱାରା ଓଡିଶା ସରକାରଙ୍କ ବି.ଏସ.କେ.ୱାଇ  ନୂଆ ନବୀନ କାର୍ଡ ବଣ୍ଟନ କରିଥିଲେ। ଏହି ଉତ୍ସବରେ ଏରସମା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ଅଧ୍ୟକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ସମିତି ସଭ୍ୟା ଦେବଜାନି ସେଠୀ, ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଦୀପ୍ତିରାଣୀ ପ୍ରଧାନ ପ୍ରମୁଖ ଥିଲାବେଳେ ବ୍ଳକ ସଂଯୋଜକ ନଳିନୀରଞ୍ଜନ ମନ୍ତ୍ରୀ ସଂଯୋଜନା କରିଥିଲେ। ଏହି କାର୍ଡ ଦ୍ୱାରା ଜନସାଧାରଣ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ।

Leave A Reply

Your email address will not be published.

eighteen + 20 =