ଜାମ୍ମୁରେ ଭୂକମ୍ପ ଅନୁଭୂତ

ଜାମ୍ମୁ : ଜାମ୍ମୁର କିଛି ଅଂଚଳରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡ ଥିବା ବେଳେ ଏଥିରେ କୈାଣସି କ୍ଷୟକ୍ଷତି ହୋଇ ନଥିବାର ସୂଚନା ମିଳିଛି । ସକାଳ ୮.୫୬ ମିନିଟ୍ ରେ ଦୋଡ଼ା ଜିଲ୍ଲା ଅନ୍ତର୍ଗତ ଭଲାସ ଠାରେ ଏହା ସୃଷ୍ଟି ହୋଇଥିବା ବିଶେଷଜ୍ଞ ମାନେ କହିଛନ୍ତି । ଭୂକମ୍ପର କମ୍ପନ କିସତ୍ୱାର ,ରାମବନ , କଥୁଆ ଏବଂ ଉଦ୍ଧାମପୁରରେ ମଧ୍ୟ ଅନୁଭୂତ ହୋଇଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

19 − seven =