ବିକାଶର ବିନ୍ଧାଣୀ ନବୀନଙ୍କ ପାଇଁ ଭୋଟ ଭିକ୍ଷା କଲେ-ପାଣ୍ଡିଆନ
ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ କଟାକ୍ଷ
ଚମ୍ପୁଆ : ଆଜି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଚମ୍ପୁଆ ବିଧାନସଭା କ୍ଷେତ୍ର ଚମ୍ପୁଆ ଏନ୍ଏସିରେ ଆୟୋଜିତ ଏକ ଜନସମୁଦ୍ର ସଭାକୁ ସମ୍ଵୋଧନ କରି ଓଡ଼ିଶା ବିକାଶର ମୁଖ୍ୟ ବିନ୍ଧାଣୀ,ଦେଶର ଏକ ନମ୍ଵର ମୁଖ୍ୟମନ୍ତ୍ରୀ ନବୀନ!-->!-->!-->…